କାଳବୈଶାଖୀ: ଉପୁଡ଼ିଲା ଗଛ

0

ଭୋଗରାଇ ବ୍ଲକ ପିଠାପୁର ଗାଁର ରଜନୀକାନ୍ତ ମଇ ବିଦ୍ୟାଳୟ ପରିସରରେ ଥିବା ୧୦୦ବର୍ଷର ବରଗଛ ଉପୁଡି ସ୍କୁଲ ଗେଟ,ନଳକୂପ,ଅନେକ ଝାଉଁ ଏବଂ ଅନ୍ୟାନ୍ୟ ଗଛ ଭାଙ୍ଗିଯାଇଛି,ସୋମବାର ସନ୍ଧ୍ୟାରେ କାଲବଇଶାଖୀ ପ୍ରଭାବରେ ଏହା ହୋଇଥିବାବେଳେ ତୁରନ୍ତ ବିହିତ କାର୍ୟ୍ୟପନ୍ଥା ଗ୍ରହଣ କରିବାକୁ ଦାବି ହୋଇଛି।

Leave A Reply