Browsing Category

ସମ୍ବଲପୁର

ସମ୍ବଲପୁରରେ କଂଗ୍ରେସର ମାନସ ମନ୍ଥନ

ସମ୍ବଲପୁର : ଓଡିଶା ରାଜ୍ୟର କଂଗ୍ରେସ ଦଳ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓଡିଶା ଗସ୍ତରେ ୧୪ ତାରିଖରୁ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ଦିନ ସୁନ୍ଦରଗଡ ଜିଲା ଗସ୍ତ କରି ଝାରସୁଗୁଡା,…
Read More...

ପୁଲିସ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା : ୩ ନିଲମ୍ବିତ

ସମ୍ବଲପୁର :  ସମ୍ବଲପୁର ଜିଲା ଯୁଯୁମରା ଥାନା ଅଞ୍ଚଳରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୁଲିସ ଧରିବା ପରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରଲ ଘଟଣାରେ ରବିବାର ଲାଞ୍ଚ ନେଇଥିବା ୩ଜଣ ପୁଲିସ କର୍ମଚାରୀକୁ…
Read More...

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂ; ସିଏଏକୁ ସମର୍ଥନ କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂଙ୍କ ନେତୃତ୍ବରେ ସମ୍ବଲପୁରରେ ସିଏଏ ସମର୍ଥନରେ ଜନ ସଚେତନତା ରାଲି ହୋଇ ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସିଏଏ ସଚେତନତା ରାଲି ବାହାରି ସ୍ଥାନୀୟ ମୁନିସିପାଲିଟି ଛକ…
Read More...

ସାଇବର ଠକେଇରେ ଏକ୍ସପର୍ଟ ଅଷ୍ଟମ ଶ୍ରେଣୀ ଛାତ୍ର

ସମ୍ବଲପୁର: ସମ୍ବଲପୁର ଜିଲା ଏସପି ଡା. କନୱର ବିଶାଳ ସିଂହଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକ ମାନଙ୍କୁ ଅଭିନବ ଉପାୟରେ ଠକେଇ କରୁଥିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୁଲିସ ଜଣେ ନାବାଳକ କୁ ଅଟକ ରଖିଛି।…
Read More...

୮ ଦିନରୁ ବିବାହିତା ମହିଳା ନିଖୋଜ : ହତ୍ୟା ସନ୍ଦେହ, ସ୍ୱାମୀ ସହିତ ପରିବାର ଫେରାର

ସମ୍ବଲପୁର : ସମ୍ବଲପୁରର ଧନୁପାଲୀ ଥାନା ଅର୍ନ୍ତଗତ ସାକ୍ଷୀପଡା ଅଞ୍ଚଳରେ ରହୁଥିବା ଆରତୀ ଦେବୀ ନାମକ ଜଣେ ବିବାହିତା ମହିଳା ୮ ଦିନ ହେବ ନିଖୋଜ ଅଛନ୍ତି। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥଇଲା। ଏହା…
Read More...

ଓଏଏସ ପରୀକ୍ଷାରେ ୨୭ନଂରେ ସମ୍ବଲପୁରର ବିନୟ

ସମ୍ବଲପୁର: ସମ୍ବଲପୁର ଏସଆରଆଇଟି କଲୋନୀର ବାସିନ୍ଦା ବିନୟ କୁମାର ପଟେଲ ଓପିଏସି ଦ୍ୱାରା ଆୟୋଜିତ ଓଡିଶା ପ୍ରଶାସନିକ ସେବା (ଓଏଏସ) – ୨୦୧୮ ପରୀକ୍ଷାରେ ୨୭ ନଂ ସ୍ଥାନରେ  ରହି କୃତକାର୍ଯ୍ୟ ହୋଇଛନ୍ତି। ଅବସରପ୍ରାପ୍ତ…
Read More...

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର : ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଗଣନାରେ ସମ୍ବଲପୁର ବନ ବିଭାଗର ୨୧ଟି ଟିମ୍‍ ନିୟୋଜିତ ହୋଇଛନ୍ତି। ଏହି ଟିମ ୩ଟି ବିଭାଗରେ ବିଭକ୍ତ ହୋଇ ପକ୍ଷୀ ଗଣନା…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଇଏସଆଇ ଲାଗୁ ହେଉନି, ଆମରଣ ଅନଶନରେ ବସିଲେ କର୍ମଚାରୀ

ବୁର୍ଲା: ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି (ନମ୍ବର ୧୯୪୫ ତା୨୫/୦୮/୨୦୧୧ରିଖ) ଏବଂ ଶ୍ରମ ଓ ନିୟୋଜନ ବିଭାଗ ସଂଖ୍ୟା ୭୭୫୨-ଏସଏସ-୨-ଏସସି-୪୨ ତା୨୪/୦୮/୨୦୧୧ରିଖ/ଏଲଇ ଅନୁସାରେ ସମସ୍ତ ଶୈକ୍ଷିକ ସଂସ୍ଥାନରେ(ଯେଉଁଠି ୧୦ରୁ…
Read More...

ବଲିଉଡ ଅଭିନେତ୍ରୀ ‘ଇଲା ଅରୁଣ’ଙ୍କ ସହ ସାକ୍ଷାତକାର : ସମସ୍ତ ପ୍ରକାରର ସଙ୍ଗୀତର ମୂଳ ଜଡ ହେଉଛି ଲୋକ…

ସମ୍ବଲପୁର (ବିରାଜ କୁମାର ମିଶ୍ର) : ବଲିଉଡର ଖ୍ୟାତମାନା ଇଲା ଅରୁଣଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଦୀର୍ଘ ୪୦ ବର୍ଷ ହେବ ଲୋକ କଳାକାର ଓ ବଲିଉଡ ଅଭିନେତ୍ରୀ ଭାବରେ ଜନତା ଙ୍କର ମନୋରଞ୍ଜନ କରିଆସୁଥିବା ଇଲା…
Read More...

ସମ୍ବଲପୁରରେ ପୁଲିସ – ଅପରାଧୀ ମୁହାଁମୁହିଁ : ମୁଖ୍ୟ ଅଭିଯୁକ୍ତ ସରଫରାଜ୍ ଗିରଫ

ସମ୍ବଲପୁର : ଝାରସୁଗୁଡ଼ା – ସମ୍ବଲପୁର ସୀମାରେ ଏକ ଡକାୟତି ଯୋଜନାକୁ ଠେଲକୁଲି ପୁଲିସ ଓ ଏକ ସ୍ୱତନ୍ତ୍ର ଟିମ ମିଳିତ ଭାବେ ଚଢାଉ କରି ପଣ୍ଡ କରିଛନ୍ତି। ଚଢାଉ ସମୟରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।…
Read More...