ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

0

ଢେଙ୍କାନାଳ: କାମାକ୍ଷନଗର ବ୍ଲକର ବିଜାଡିହି ଠାରେ ବାଲଟି ଗରା ଧରି ସ୍ଥାନୀୟ ମହିଳା ପାଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଛି । ପାନୀୟ ଜଳର ସୁବିଧା ନେଇ ପୂର୍ବରୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିନଥିଲେ । ଏହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷରେ ଦେଖା ଦେଇଛି ।

Leave A Reply