ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢଉ

0

କଟକ/ ଢେଙ୍କାନାଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ତାଙ୍କର ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି। କଟକ ରାଣୀହାଟ ସ୍ଥିତ ବାସଭବନ, ଢେଙ୍କାନାଳ ସ୍ଥିତ କାର୍ଯ୍ୟାଳୟ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା , ମେଡିକାଲ କଲୋନୀର କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ଉ କରାଯାଇଛି।

Leave A Reply