ଟ୍ରେନ୍‍ରେ କଟି ଯୁବକ ମୃତ

0

ଝାରସୁଗୁଡ଼ା: ଲଜକୁରା ବେଲପାହାଡ଼ ଷ୍ଟେସନ୍‍ ମଧ୍ୟରେ ଟ୍ରେନ୍‍ ଲାଇନ୍‍ରେ କଟି ଜଣେ ଯୁବକର ମୃତ୍ୟୁ ଘଟିଛି। ଯୁବକର ପରିଚୟ ମିଳିପାରିନାହିଁ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply