ବିଦ୍ୟୁତ ତାର ଛିଣ୍ଡି ୩ଟ୍ରେନ ଅଟକିଲା

0

ରାୟଗଡା: ବିଦ୍ୟୁତ ତାର ଛିଣ୍ଡି ୩ଟ୍ରେନ ଅଟକି ରହିଛି। ରାୟଗଡା ଜିଲା କାଶୀପୁର ବ୍ଲକ ଭାଲୁମସ୍କା ଲିଲିଗୁମା ମଧ୍ୟରେ ଟ୍ରେନର ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଏଥି ଯୋଗୁଁ ୩ଟି ଟ୍ରେନ ଅଟକି ରହିଛି। ହିରାଖଣ୍ଡ ଏକ୍ସପ୍ରେସ ଭାଲୁମସ୍କାରେ ଅଟକି ରହିଥିବା ଜଣାପଡିଛି। ସେହିପରି ରାଉରକେଲା ଏକ୍ସପ୍ରେସ ଟିକିରିଠାରେ ଅଟକି ରହିବା ସହ ବିଶାଖାପାଟଣା-କୋରାପୁଟ ଡିଏମୟୁ ମଧ୍ୟ ଅଟକି ରହିଛି।

Leave A Reply