ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

0

ବାଲେଶ୍ବର : ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ଘରୋଇ କଳହକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ହେଉଛନ୍ତି ସିମୁଳିଆ ଥାନା ଅନ୍ତର୍ଗତ ରାମ୍ପୋ ଗ୍ରାମର ପୁଣ୍ଟିଆ ସାମନ୍ତରାୟଙ୍କ ପୁଅ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହାସହ ତଦନ୍ତ ଆରମ୍ଭ କରିଛି।

Leave A Reply