ଚାଷୀଙ୍କ ବନ୍ଦ ଡାକରା

0

ବରଗଡ଼: ଫସଲବୀମା, ଇନ୍ପୁଟ ସବସିଡି ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ବରଗଡ଼ରେ ଚାଷୀ ମାନେ ବନ୍ଦ ଡାକରା ଦେଇଛନ୍ତି୍। ଫଳରେ ସରକାରୀ ଅଫିସ୍ଗୁଡ଼ିକ ବନ୍ଦ ରହିଛି। ଏହାସହିତ ବରଗଡ଼ ଜିଲା ଚାଷୀ ସମନ୍ୱୟ ସମିତି ଦ୍ଵାରା ହଜାର ହଜାର ଚାଷୀ ପାଞ୍ଚଦଫା ଦାବିରେ ବରଗଡ଼ ଲୋକ ମଣ୍ଡପ ପଡିଆ ଠାରୁ ଏକ ରାଲିରେ ବାହାରି ଜିଲାପାଲ ଙ୍କ କାର୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Leave A Reply