ଜମା ଟଙ୍କା ଫେରସ୍ତ ଦାବିରେ ସମବାୟ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା

0

ନୟାଗଡ : ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀମାନେ ଧାରଣା ଦେଇଛନ୍ତି। ଜମା ଟଙ୍କା ଫେରସ୍ତ କରିବା ଦାବିରେ ଜମାକାରୀମାନେ ଧାରଣାରେ ବସିଥିବା ଜଣାପଡିଛି। ଜମାକାରୀମାନେ ନୟାଗଡ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓଡଗାଁ ଶାଖା ସମ୍ମୁଖରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ଧାରଣାରେ କୁରାଳ ସେବା ସମବାୟ ସମିତିର ଜମାକାରୀମାନେ ବସିଛନ୍ତି। ୩୨୦୦ ଜମାକାରୀଙ୍କ ପ୍ରାୟ ୯କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି।

 

Leave A Reply