ସମୁଦ୍ର ମଝିରେ ବସ୍ତି

0

ଚୀନର ସମୁଦ୍ର ମଝିରେ ଏମିତି ଏକ ଗାଁ ରହିଛି; ଯେଉଁଠାରେ ଲୋକମାନେ ସାଧାରଣ ଜୀବନଯାପନ କରିପାରୁଛନ୍ତି। ଚୀନ୍‍ର ଫୁଜିୟାନ ପ୍ରାନ୍ତର ନିଙ୍ଗଡେ ସହରରେ ଏହି ବସ୍ତି ରହିଛି। ଲୋକେ ବସ୍ତିର ନାମ ରଖିଛନ୍ତି ବାଙ୍କା। ଚୀନ୍‍ର ଏକ ସମ୍ବାଦପତ୍ର ରିପୋର୍ଟ ଅନୁସାରେ ପ୍ରାୟ ୧୩୦୦ ବର୍ଷ ପୁରୁଣା ଏହି ବସ୍ତିରେ ପାଖାପାଖି ୨ ହଜାର ବ୍ୟକ୍ତି ଡଙ୍ଗା ଉପରେ ଘର ନିର୍ମାଣ କରିଛନ୍ତି। ଏପରିକି ସେମାନେ କାଠରେ ମଧ୍ୟ ଛୋଟଛୋଟ ଘର କରନ୍ତି, ଯେଉଁଠାରେ ସେମାନଙ୍କ ପିଲାମାନେ ଖେଳକୁଦ କରନ୍ତି। ଏହି ବସ୍ତିରେ ବାସ କରୁଥିବା ଲୋକେ ପ୍ରାୟତଃ ସମସ୍ତେ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି। ଇତିହାସ

Leave A Reply