ସେକ୍ସ ରାକେଟ ଠାବ, ୫ ଗିରଫ

0

ବ୍ରହ୍ମପୁର: ଗଞ୍ଜାମ ଜିଲା ଓମ୍ ପୁର ଅଞ୍ଚଳ ଏକ ଭଡା ଘରୁ ସେକ୍ସ ରାକେଟ ଠାବ ହୋଇଛି । ଚଢଉ ବେଳେ ୩ ଜଣ ଯୁବକଙ୍କ ସହ ୨ ଜଣ ଯୁବତୀଙ୍କୁ ଗୋଷାଣି ନୂଆଗାଁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

Leave A Reply