ସାମ୍ବର ଖାଇବାର ଉପକାରିତା

0

ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଭାବେ ସାମ୍ବରର ଲୋକପ୍ରିୟତା ସର୍ବାଧିକ। ବର୍ତ୍ତମାନ ଏହି ବ୍ୟଞ୍ଜନଟି ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଖଟା-ମିଠା ସ୍ବାଦର ସାମ୍ବର ନିୟମିତ ସକାଳ ଜଳଖିଆ, ଦ୍ବିପହର ତଥା ରାତ୍ରି ଭୋଜନରେ ଖାଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

କ୍ୟାଲୋରୀ ଭରପୂର ସାମ୍ବର ନିୟମିତ ଖାଇଲେ ଓଜନ ନିୟନ୍ତ୍ରଣ ରହିବା ସହ ଶରୀରକୁ ଶକ୍ତି ମିଳିଥାଏ।

ବିଭିନ୍ନ ପ୍ରକାର ଡାଲି ଓ ପରିବାର ସମାହାର ଏହି ବ୍ୟଞ୍ଜନରେ ଦେଖିବାକୁ ମିଳେ।

ଫାଇବର୍ ଓ ପ୍ରୋଟିନ୍ ଭରପୂର ସାମ୍ବର ଖାଇଲେ ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଏହା ହଜମ ପ୍ରକ୍ରିୟାକୁ ଉତ୍ତମ କରେ ବୋଲି ବିଶେଷଜ୍ଞଙ୍କ ମତ।

Leave A Reply