ଦୁଇ ପେଟ୍ରୋଲ୍ ଲୁଟିଆ ଗିରଫ

0

ବ୍ରହ୍ମପୁର: ରାତି ଅଧିଆ ମୋଟର ସାଇକେଲରୁ ପେଟ୍ରୋଲ ଚୋରି କରୁଥିବା ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଵୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି। ଗିରଫ ଦୁଇ ପେଟ୍ରୋଲ ଚୋରଙ୍କୁ ଆଜି କରାଯିବ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଗିରଫ ଯୁବକ ସି ଟି କଲେଜର ଛାତ୍ର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ଗଜପତି ନଗରର ହୋଇଥିବା ବେଳେ ଅନ୍ୟ ଜଣେ ସେଲଟ୍ୟାକ୍ସ କଲୋନୀ ବାସିନ୍ଦା।

Leave A Reply