ଟ୍ରାକ୍ଟର ଧକ୍କାରେ ୨ମୃତ, ୧ଗୁରୁତର

0

ଉଦଳା : ମୟୁରଭଞ୍ଜ ଜିଲା କପ୍ତିପଦା ଥାନା ଶୁଲଗଡିଆ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ୨ବାଇକ୍‍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply