ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ସମ୍ମୁଖରେ ୧୪୪ ଧାରା ଜାରି

0

ପାରାଦୀପ: ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ସମ୍ମୁଖରେ ୧୪୪ ଧାରା ଜାରି ହୋଇଛି। କମ୍ପାନୀର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରିବାର ଯୋଜନା ରହିଥିଲା । ଆନ୍ଦୋଳନ ସମୟରେ କୌଣସି ବିଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।

Leave A Reply