ନାମାଙ୍କନ ପତ୍ର ଦାଖଲ କଲେ ରାଧାରାଣୀ

0

ଝାରସୁଗୁଡ଼ା : ବ୍ରଜରାଜନଗରର ବିଧାନସଭା ଆସନରୁ ଶ୍ରୀମତୀ ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ସୋମବାର ନାମାଙ୍କନ ଦାଖଲ କରିଛନ୍ତି। ସେ ନିଜର ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave A Reply