ସ୍ୱାଧୀନତା ସଂଗ୍ରାମୀ ମହେନ୍ଦ୍ରନାଥ ମହାନ୍ତିଙ୍କ ପରଲୋକ

0

ବାଲେଶ୍ୱର : ମହାନ ସ୍ୱାଧୀନତା ସଂଗ୍ରାମୀ ମହେନ୍ଦ୍ରନାଥ ମହାନ୍ତିଙ୍କ ରବିବାର ଦିନ ପରଲୋକ ହୋଇଛି। ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସେ ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply