ଅଲୋଡା ଶିଶୁକନ୍ୟା ଉଦ୍ଧାର

0

କେନ୍ଦୁଝର: ବଡବିଲ ଥାନା ଅନ୍ତର୍ଗତ ଶନିମନ୍ଦିର ନିକଟରୁ ଏକ ଅଲୋଡା ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକନ୍ୟାଟିର କାନ୍ଦ ଶୁଣି ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ନେଇ କୌଣସି ଖବର ମିଳିପାରି ନାହିଁ । କେହି ଦୁର୍ବୃତ୍ତ ଶନିମନ୍ଦିର ଶିଶୁକନ୍ୟାଟିକୁ ଛାଡି ପଳାଇଥିବା ସନ୍ଦେହ କରାଯାଉଛି ।

Leave A Reply