ମାଓବାଦୀ ଗିରଫ

0

ରାୟଗଡା: ରାୟଗଡା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ ଜଣେ ମାଓବାଦୀ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ମାଓବାଦୀ ଜଣଙ୍କ କଲ୍ୟାଣସିଂହପୁର ଅଞ୍ଚଳର ଶ୍ରୀରାମ ସୁନା। ସେ ୨୦୧୧ମସିହାରେ ନକ୍ସଲ ସଂଗଠନରେ ଯୋଗଦେଇଥିବା ଜଣାପଡିଛି। ନିୟମଗିରି କମିଟି ପାଇଁ କାର୍ଯ୍ୟ କରୁଥିବା ଶ୍ରୀରାମ୨୦୧୭ରେ ପାର୍ଶାଳି ନିକଟସ୍ଥ ରାସ୍ତା ନିର୍ମାଣ ଠିକା କ୍ୟାମ୍ପ ପୋଡି ଘଟଣାରେ ଜଡିତ ଥିଲା।

Leave A Reply