ନକ୍ସଲ୍‍ ବିରୋଧୀ ପୋଷ୍ଟର

0

ରାୟଗଡ଼ା: ନାରାୟଣ ପାଟଣା ତହସିଲ୍‍ କାର୍ଯ୍ୟାଳୟରେ ନକ୍ସଲ୍‍ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ସେଥିରେ ନକ୍ସଲ୍‍ମାନଙ୍କୁ ନାରାୟଣପାଟଣା ଓ ବନ୍ଧୁଗାଁ ଛାଡ଼ି ଚାଲିଯିବାକୁ ଧମକ ମିଳିଛି। ନକ୍ସଲ୍‍ମାନେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଛି। ହିଂସାମୁକ୍ତ ଓଡ଼ିଶା ଗଠନ ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି।

Leave A Reply