କେନ୍ଦୁଝର ‘କାଳିଆ’ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

0

କେନ୍ଦୁଝର : କେନ୍ଦୁଝର ପଣ୍ଡାପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ପଣ୍ଡାପଡ଼ିଆରେ ପହଞ୍ଚି ‘କାଳିଆ’ ସମାବେଶରେ ସେ ଯୋଗ ଦେଇଛନ୍ତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

Leave A Reply