ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

0

ଆସିକା : ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆନ୍ଧ୍ର ବ୍ୟାଙ୍କ ମୁଣ୍ଡମରାଇ ବ୍ରାଞ୍ଚ କ୍ୟାସିୟର ବିନାୟକ ବେହେରା। ପରକୀୟା ପ୍ରୀତିକୁ ନେଇ କିଛି ଲୋକେ ତାଙ୍କୁ ପିଟିପିଟି ମାରିଥିବା ସୂଚନା ମିଳିଛି।

Leave A Reply