ବିଜେଡିରେ ମିଶିଲେ କିନ୍ନର ମୀରା ପରିଡା

0

ଭୁବନେଶ୍ବର : କିନ୍ନର ଆଖଡା ପରିଷଦର ସଭାପତି ମୀରା ପରିଡା ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରେ ବହୁଜନ ସମାଜ ପାର୍ଟିରୁ ଓଡିଶାର ପ୍ରଥମ କିନ୍ନର ପ୍ରାର୍ଥୀ କାଜଲ ନାୟକ ଲଢିବାକୁ ଯାଉଛନ୍ତି ।

Leave A Reply