ମଦ ଦୋକାନ ଉଚ୍ଛେଦ ଦାବିରେ ବଜାର ବନ୍ଦ

0

ଅନୁଗୁଳ: ସ୍ଥାନୀୟ ଗାନ୍ଧି ମାର୍ଗ ଛକରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ରାସ୍ତା ଅବରୋଧ କରାଯିବା ସହିତ ଦୋକାନ ବଜାର ବନ୍ଦ ରହିଛି। ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ବଜାର ବନ୍ଦ କରିଥିଲେ।

Leave A Reply