ପୁଣି ନକ୍ସଲଙ୍କ ବର୍ବର କାଣ୍ଡ, ୯ ଯବାନ ସହିଦ

0

ରାୟପୁର/ମାଲକାନାଗିରି: ପୁଣି ନକ୍ସଲମାନଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ ସୁକମା ଜିଲା କିସ୍ତାରାମ ଜଙ୍ଗଲରେ ନକ୍ସଲମାନେ ୩ଟି ଶକ୍ତଶାଳୀ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ୯ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ୩ ଆହତ ସହିଦ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ହେଲିକାପ୍ଟରରେ ରାୟପୁରକୁ ଚିକିତ୍ସା ପାଇଁ ଅଣାଯାଉଛି । ସୂଚନାଯୋଗ୍ୟ,ସିଆର୍‌ପିଏଫ୍‌ର୨୧୨ ବାଟାଲିଅନ୍‌ ସୁକମା ଜିଲ୍ଳାର କିଷ୍ଟାରାମ୍‌ ଅଞ୍ଚଳରେ କମ୍ବିଂ ଅପରେସନ କରୁଥିବା ବେଳେ ଏଡି ବିସ୍ଫୋରଣ ଘଟିଥିଲା।

Leave A Reply