ପୋଷ୍ଟର ମାରି ନିର୍ବାଚନ ବର୍ଜନ କରିବାକୁ ମାଓବାଦୀଙ୍କ ଆହ୍ବାନ

0

କଳାହାଣ୍ଡି : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଶଇସୁରଣି ଛକ ବଜାରପଡିଆ ଠାରେ ପୋଷ୍ଟର ମାରି ନିର୍ବାଚନ ବର୍ଜନ କରିବାକୁ ମାଓବାଦୀମାନେ ଆହ୍ବାନ ଦେଇଥିବା ଜଣାପଡିଛି। କଲରାପାଟ ଏଏସଆଇ କାହ୍ନୁଚରଣ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିଛନ୍ତି।

Leave A Reply