ପୋଷ୍ଟର ମାରି ନିର୍ବାଚନ ବର୍ଜନ କରିବାକୁ ମାଓବାଦୀଙ୍କ ଆହ୍ବାନ

0
227

କଳାହାଣ୍ଡି : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଶଇସୁରଣି ଛକ ବଜାରପଡିଆ ଠାରେ ପୋଷ୍ଟର ମାରି ନିର୍ବାଚନ ବର୍ଜନ କରିବାକୁ ମାଓବାଦୀମାନେ ଆହ୍ବାନ ଦେଇଥିବା ଜଣାପଡିଛି। କଲରାପାଟ ଏଏସଆଇ କାହ୍ନୁଚରଣ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିଛନ୍ତି।

Facebook Comments

READ  ପ୍ରିୟଙ୍କାଙ୍କ ପ୍ରତି ବିଜେପି ନେତାଙ୍କ ଅଶାଳୀନ ମନ୍ତବ୍ୟ; କହିଲେ ‘ସ୍କର୍ଟୱାଲି’ ଶାଢ଼ି ପିନ୍ଧିଲେଣି, ତଥାପି କହୁଛନ୍ତି ‘ଅଚ୍ଛେଦିନ’ ଆସିନି