ମ୍ୟାଙ୍ଗୋ ମିଲ୍‍କ ସେକ୍‍

0

ଆବଶ୍ୟକ ସାମଗ୍ରୀ – ଆମ୍ବ
କ୍ଷୀର – ୨କପ
କାଜୁ – ୨ଟି
ପେଷା ଚିନି – ୩ ଚାମଚ
ଆଇସ୍‍କ୍ରିମ୍‍ – ୨ ଚାମଚ
ଚେରି – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆମ୍ବକୁ ଛୋଟ ଛୋଟ ଖଣ୍ଡ କରି କ଼ାଟି ଦିଅନ୍ତୁ। ଏବେ ପେଷିବା ପାଇଁ ଗ୍ରାଇଣ୍ଡରରେ କଟା ହୋଇଥିବା ଆମ୍ବ , ଚିନି , ଆଇସ୍‍କ୍ରିମ୍‍ , କ୍ଷୀର ପକାଇ ଏହାକୁ ପେଷି ଦିଅନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ତାହା ଉପରେ ଚେରିକୁ ସଜାଇ ପିଅନ୍ତୁ ଓ ମଜା ନିଅନ୍ତୁ।

Leave A Reply