ମାଆକୁ ମାରି ଜାଳିଦେଲା ପୁଅ

0

ମାଲକାନଗିରି : ମାଲକାନଗିରି ଜିଲା ଏମ୍ ପି ଭି ୫୫ ଗ୍ରାମରେ ପୁଅ ତାର ନିଜ ମାଆକୁ ମାରି ପୋଡି ଦେଇଥିବା ଜଣାପଡିଛି। ଖବର ଅନୁସାରେ  ତାପସ ମଣ୍ଡଲ ନାମକ ଜଣେ ଯୁବକ ନିଜ ମାଆ ଗୀତା ମଣ୍ଡଲକୁ ମାରିଲା ପରେ ଜାଳି ଦେଉଥିବା ବେଳେ କିଛି ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା​‌ ବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍।

Leave A Reply