ମାଓବାଦୀଙ୍କ ଲଙ୍କାକାଣ୍ଡ ; ପୋଡ଼ି ଦେଲେ ୨ଗାଡ଼ି

0

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଥାନା କିରାବେଡା ନିକଟରେ ୪୦ରୁ ୫୦ମାଓବାଦୀ ୨ଟି ଗାଡି ପୋଡ଼ି ଦେଇଥିବା ଜଣାପଡିଛି। ରାସ୍ତାକାମରେ ନିୟୋଜିତ ଥିବା ଏକ ଟିପର ଏବଂ ଜେସିବି ପୋଡ଼ି ଦେଇଛନ୍ତି। ମାଓବାଦୀ ମାନେ ଗାଡ଼ି ପୋଡିବା ସହ ଜନତାଙ୍କୁ ମାଡ଼ ମାରିଥିବା ଜଣାପଡିଛି।

Leave A Reply