ନାବାଳିକାକୁ ବଳତ୍କାର ଅଭିଯୋଗ

0

ମାଲକାନଗିରି : ମାଲକାନଗିରି ଜିଲାରେ ପୁଣିଥରେ ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ମାଲକାନାଗିରି ଜିଲାର ଏକ ଗ୍ରାମରେ ଚିଣ୍ଟୁ ବରାଳ ନାମକ ଜଣେ ବାଳକ ନାବାଳିକାକୁ ବଳତ୍କାର କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply