କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କୁ କାରଣ ଦର୍ଶାଅ ନୋଟିସ

0

ମାଲକାନଗିରି : ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ମାଲକାନଗିରିର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କୁ ଉପ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅନୁମତି ନ ନେଇ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ନୋଟିସ ଜାରି କରାଯାଇଥିଲା।

ତେବେ ଶ୍ରୀ ମାଢ଼ୀ କ୍ଷମା ପ୍ରାର୍ଥନା କରିବା ସହିତ ନୋଟିସର ଉତ୍ତର ରଖିଥିବା ଜଣାପଡିଛି।

Leave A Reply