ବିଫଳ ହେଲା ଡକାୟତି ଯୋଜନା, ପୁଲିସ ଦ୍ବାରା ୭ ଗିରଫ

0

ବ୍ରହ୍ମପୁର: ଡ଼କାୟତ ଯୋଜନା କରୁଥିବା ଵେଳେ ସଦର ପୁଲିସ ଦ୍ବାରା ୭ଜଣ ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲା ବାଳକୃଷ୍ଣ ପୁର ନିକଟରୁ ପୁଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୩ଟି ବୋମା, ଖଣ୍ଡା, ଲୁହାରୋଡ, ୨ଟି ମୋଟରସାଇକେଲ୍ ଜବତ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

 

Leave A Reply