କାର ଉପରେ ଗଛ ପଡ଼ି ୫ ଯାତ୍ରୀ ଆହତ

0

କୋରାପୁଟ : କୋରାପୁଟ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥରେ ଏକ କାର ଉପରେ ଗୋଟିଏ ବଡ଼ ଆମ୍ବ ଗଛ ଭାଙ୍ଗି ପଡ଼ିବାରୁ କାରରେ ଥିବା ୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Leave A Reply