କୋଣାର୍କ ଉପରେ ଡ୍ରୋନ ଉଡାଇ ୨ ଅଟକ

0

କୋଣାର୍କ : କୋଣାର୍କ ଉପରେ ଡ୍ରୋନ ଉଡାଇବା ଥିବାରୁ ୨ଜଣ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି। ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ପ୍ରତ୍ବତତ୍ତ୍ବ ବିଭାଗ ଅଟକ ରଖିଛି। କୋଣାର୍କକୁ ବୁଲି ଆସିଥିବା ବେଳେ ସେମାନେ ଡ୍ରୋନ ଉଡାଇଥିଲେ। ସେମାନଙ୍କୁ ମଙ୍ଗଳବାର ଦିନ ଅଟକ ରଖାଯାଇଛି।

Leave A Reply