ଭକ୍ତ ଦାନ କଲେ ୭୫୫ ଗ୍ରାମ ସୁନା ମୁକୁଟ

0

ପୁରୀ : ଧନ ଧାନ୍ୟର ଦେବୀ ମା’ ମହାଲକ୍ଷ୍ମୀ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଲୋକେ ସୁନା ଦୋକାନରେ ଭିଡ ଜମାଇଛନ୍ତି । କିନ୍ତୁ ଜଣେ ଭକ୍ତ ମା’ ମହାଲକ୍ଷ୍ମୀ ଲକ୍ଷ୍ମୀଙ୍କ ପାଇଁ ୭୫୫ ଗ୍ରାମ ଓଜନର ଏକ ସୁନା ମୁକୁଟ ଦାନ କରିଛନ୍ତି । ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସେ ଏହି କୁମୁଟକୁ ଜମା ଦେଇଛନ୍ତି ।

Leave A Reply