ସର୍ବେଶ୍ୱର ଭୋଇଙ୍କୁ ବିସମିଲ୍ଲା ଖାଁ ଯୁବ ସମ୍ମାନ

0

ଭବାନୀପାଟଣା : କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ବିସମିଲ୍କା ଖାଁ ଯୁବ ସମ୍ମାନ ୨୦୧୭-୧୮ ସମାରୋହ ଶୁକ୍ରବାର ଦିନ ମେଘାଳୟର ସିଲଂ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କଳାହାଣ୍ଡି ଜିଲା ନର୍ଲା ବ୍ଲକର ରେଖପୁର ଗ୍ରାମର ସର୍ବେଶ୍ୱର ଭୋଇଙ୍କୁ ଲୋକ ନୃତ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply