ଜର୍ମାନୀ ଚାନ୍‌ସେଲର ଓ ରାଜନେତାଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌

0

ବର୍ଲିନ : ଜର୍ମାନୀର ବରିଷ୍ଠ ରାଜନେତାଙ୍କ ତଥ୍ୟ ସମ୍ବଳିତ ୱେବ୍‌ସାଇଟ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଏମିତି କି ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲଙ୍କ ୱେବ୍‌ସାଇଟ୍‌, ଫାକ୍ସ ନମ୍ବର ଓ ଇ-ମେଲ୍‌ ଠିକଣା ମଧ୍ୟ ହ୍ୟାକ୍‌ ହୋଇଛି। ଏସବୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଛି। ଏହା ଦ୍ବାରା ଜର୍ମାନୀ ସମେତ ୟୁରୋପର ସାଂସଦଙ୍କଠାରୁ ପୌରାଞ୍ଚଳସ୍ତରୀୟ ରାଜନେତାଙ୍କ ବ୍ୟକ୍ତିଗତ ଓ ସରକାରୀ ତଥ୍ୟ ପ୍ରଘଟ ହୋଇଛି। ଏହା ଜଣାପଡ଼ିବା ପରେ ସରକାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Leave A Reply