ଜାଲ୍ ନୋଟ୍ କାରବାର ଅଭିଯୋଗରେ ୨ ଗିରଫ

0

କୋକସରା: ଜାଲ ନୋଟ୍ କାରବାର ଅଭିଯୋଗରେ ଧର୍ମଗଡ଼ ପୁଲିସ ଦ୍ବାରା ଦୁଇ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଥାନା ଅନ୍ତର୍ଗତ କୁଟ୍ରୁର ରାଜେନ୍ଦ୍ର ଭୋଇ ଓ ଗଡିଆଜୋର ଗାଁର କୁଳମଣି ନାୟକ । ଏମାନେ ନୋଟ ର କଲର ଜେରକ୍ସ କରି ଲୋକଙ୍କୁ ଠକୁଥିଲେ । ପୁଲିସ ସେମାନଙ୍କ ଠାରୁ ୩୪ଟି ସମାନ ନମ୍ବର ଥିବା ୫୦୦ଟଙ୍କିଆ ନୋଟ୍ ଜବତ କରିଛି ।

Leave A Reply