ଗୁଳିମାଡରେ ଯୁବକ ଗୁରୁତର

0

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଅର୍ନ୍ତଗତ କତରା ବଜାର ଠାରେ ଜଣେ ଯୁବକଙ୍କୁ ଗୁଲିମାଡ ହୋଇଛି। ଗୁଳିମାଡରେ ବିଶ୍ୱଜିତ ବେହେରା ଓରଫ ଲିପୁନା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜଗତସିଂହପୁର ଜିଲା ଚିକିତ୍ସାଳୟ ନିଆଯାଇଥିଲା। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରଣ କରାଯାଇଛି। ଏହି ଘଟଣାପରେ ପୁଲିସ ଅପରାଧିମାନଙ୍କୁ ଧରିବାପାଇଁ ବିଭିନ୍ନସ୍ଥାନରେ ଚଢଉ ଆରମ୍ଭ କରିଛି।

Leave A Reply