ବିପୁଳ ପରିମାଣର କୋରେକ୍ସ ଜବତ ; ୪ ଅଟକ

0

ବଲାଙ୍ଗୀର : ବଲାଙ୍ଗୀର ସହରରୁ ବୁଧବାର ବିଳମ୍ବିତ ରାତିରେ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ୍ ଜବତ ହୋଇଛି। ପୁୁରୀର ଏକ ଗାଡି ଏବଂ ବଳାଙ୍ଗୀରର ଏକ ଗାଡିିି ଏହିଭଳି ୨ଟି ଗାଡିରୁ କୋରେକ୍ସ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସହରରେ ବିଗତ କିଛି ଦିନ ଧରି ନିଶା କାରବାର ଚାଲୁ ରହିଥିବା ବେଳେ ଏହା ପଛରେ ସେହି ରାକେଟର ହାତ ରହିଛି ବୋଲି ସନ୍ଦେହ କରାଯାଉଛି।

 

Leave A Reply