ରାଜଧାନୀରୁ ବ୍ରାଉନ ସୁଗାର ଜବତ

0

ଭୁବନେଶ୍ୱର : ଖଣ୍ଡଗିରି ବାରି ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅବକାରୀ ବିଭାଗ ପ୍ରାୟ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ସମ୍ପୃକ୍ତ ଘଟଣାରେ ଜଣେ ମହିଳା ଗିରଫ ହେବା ସହ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।

Leave A Reply