ଉତ୍ତମ ସ୍ୱାସ୍ଥ୍ୟପାଇଁ ଆପଣାନ୍ତୁ ଏହି ସବୁ ଉପାୟ

0

ସୁୁନ୍ଦର ସ୍ୱାସ୍ଥ୍ୟ ଚାହୁଁଥିବା ଲୋକମାନେ ପ୍ରତିଦିନ ପ୍ରାତଃ ଭ୍ରମଣ କରିବା ଉଚିତ୍‍ ।

ଭୋର ସମୟରେ ଶଯ୍ୟାତ୍ୟାଗ କରି ପ୍ରଥମେ ୧ଗିଲାସ ପାଣି ପିଇବାସ୍ବାସ୍ଥ୍ୟ ପାଇଁ ଭଲ

ସକାଳୁ ପ୍ରତିଦିନ ଅତି କମରେ ୩ କିଲୋମିଟର ଚାଲିବା ଅତି ଉତ୍ତମ

ଭୋଜନବେଳେ କଥାବାର୍ତ୍ତା ନ କରି ଭଲଭାବରେ ଚୋବାଇ ଖାଦ୍ୟ ଖାଇବା ଭଲ ।

ଖଟା,ରାଗ,ତେଲ,ମସଲା ଇତ୍ୟାଦି ନ ଖାଇବା ଉଚିତ୍‍ ।

ନିୟମିତ ଯୋଗ ପ୍ରାଣାୟମ ଇତ୍ୟାଦି କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

Leave A Reply