ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା

0

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସରିଥିବା ବେଳେ ଏବେ ରାଜନୀତିରେ ଦଳ ଡିଆଁ ପ୍ରକ୍ରିୟା ଜୋର ଧରିଛି । ବିଜେଡିର କିଛି ଟାଣୁଆ ନେତା ବିଜେପିରେ ଯୋଗ ଦେଇଥିବା ବେଳେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶନିବାର ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ଯୋଗ ଦେବା ପୂର୍ବରୁ ହରିଶ୍ଚନ୍ଦ୍ର ପଣ୍ଡା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ନବୀନ ସରକାର କମ୍ କଥା କୁହେ ଓ ବେଶୀ କାମ କରେ, କିନ୍ତୁ ବିଜେପି ଦଳ ଅଧିକ କଥା କୁହେ ଓ କମ୍ କାମ କରେ । ବସନ୍ତ ପଣ୍ଡା ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି ।

Leave A Reply