ବିମାନ ବନ୍ଦରରୁ ସୁନା ଜବତ, ଜଣେ ଅଟକ

0

ଭୁବନେଶ୍ବର : ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ଜଣେ ମହିଳାଙ୍କ ନିକଟରୁ ପ୍ରାୟ ୭ଶହ ୭ଗ୍ରାମ ସୁନା ଜବତ ହୋଇଛି। ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମହିଳା ଜଣକ ଦୁବାଇରୁ  ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଧରାପଡିଥିଲେ। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି।

 

Leave A Reply