ବ୍ୟାଙ୍କ ସମ୍ମୁଖରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

0

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ କୋର୍ଟପେଟା ଛକ ଠାରେ ଡକାୟତି ହୋଇଥିବା ସୂଚନାମିଳିଛି। କୋର୍ଟପେଟା ନିକଟସ୍ଥ ଅନିଲ ପ୍ରଧାନ ଷ୍ଟେଟ୍‍ ବ୍ୟାଙ୍କ ଅଫ ଇଣ୍ଡିଆରେ ୨ଲକ୍ଷ ଟଙ୍କା ଜମା କରିବାକୁ ସମୟରେ ଚୋରି ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଅନିଲ ପ୍ରଧାନଙ୍କ ଠାରୁ ଟଙ୍କା ନେଇ ପଳାଇଥିଲେ।

Leave A Reply