ବାଲିଖୋଳାକୁ ନେଇ ଗୁଳିମାଡ ; ଜଣେ ଗୁରୁତର

0

ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ପାରୁଳିଆ ନିକଟ ବଡମହିଶାଳୀ ନିକଟରେ ଗୁଳିମାଡ ହୋଇଥିବା ଜଣାପଡିଛି। ଏହି ଗୁଳିମାଡରେ ଦୀପୁ ଓରଫ ସୋମ୍ୟଦୀପ ଚକ୍ରବର୍ତ୍ତି ଆହତ ହୋଇଛି। ବାଲିଖାଦନକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ଅନୁମାନ କରାଯାଉଛି।

 

Leave A Reply