ଏଲଆଇସି ଅଫିସରେ ଅଗ୍ନିକାଣ୍ଡ

0

ବାଲେଶ୍ୱର: ଏଡିଏମ୍ ଛକ ନିକଟରେ ଥିବା ଏକ ଏଲଆଇସି ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ଖବରପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ସର୍ଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏଯାବତ୍ ଅଗ୍ନିକଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇପାରି ନାହିଁ ।

Leave A Reply