ତିନି ନକଲି ସିବିଆଇ ଅଧିକାରୀ ଗିରଫ

0

ବାଲିଚନ୍ଦ୍ରପୁର: ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଦାଦା ବଟି ଆଦାୟ କରୁଥିବା ତିନି ଠକ ପୁଲିସ ହାତରେ ଧରାପଡ଼ିଛନ୍ତି। ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ନକଲି ସିବିଆଇ ପରିଚୟପତ୍ର, ମୋବାଇଲ୍‍ ଫୋନ୍‍ ଆଦି ଜବତ କରିଛି।

Leave A Reply