କ୍ଷମା ପ୍ରାର୍ଥନା କଲା ଫେସ୍‌ବୁକ୍‌

0

ନୂଆଦିଲ୍ଲୀ: ଫେସ୍‌ବୁକର ସର୍ଚ୍ଚ ଇଂଜିନରେ ଶିଶୁ ନିର୍ଯ୍ୟାତନା ବିଷୟରେ ଉଲ୍ଲେଖ ରହୁଥିବାରୁ ଫେସ୍‌ବୁକ୍ କ୍ଷମା ପ୍ରାର୍ଥନା କରିଛି । ଶିଶୁ ନିର୍ଯ୍ୟାତନାର ଭିଡିଓ ଏହାର ସାଇଟ୍‌ରେ ରହିଥିବାରୁ ସେ କ୍ଷମା ପ୍ରାର୍ଥନା କରିଛି । ଏଥିରେ ଶିଶୁ ନିର୍ଯ୍ୟାତନା ବିଷୟରେ ସର୍ଚ୍ଚ କଲେ ଅନେକ ଶିଶୁ ନିର୍ଯ୍ୟାତନା ଓ ଖରାପ ଭିଡିଓ ଦର୍ଶାଉଥିଲା ।

ଏ ବିଷୟରେ ଯାଞ୍ଚ କରାଯାଉଛି । ଏ ସବୁକୁ ଫେସ୍‌ବୁକ୍‌ରୁ ହଟାଇ ଦିଆଯାଇଛି । ଫେସ୍‌ବୁକ୍‌ରେ ଏପରି ବିଷୟକୁ ପ୍ରୋତ୍ସାହନ ଦିଏ ନାହିଁ । ଏ ସବୁ ଦୃଷ୍ଟିକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ।

Leave A Reply