ଚିକିତ୍ସାଧୀନ ହାତୀ ମୃତ

0

ଝାରସୁଗୁଡା: କୋଲାବିରା ବ୍ଲକରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ପରେ ହାତୀଟିକୁ ପୋତା ଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ୧୫ ଦିନ ହେବ ହାତୀଟି ଅସୁସ୍ଥ ଥିଲା । ଟ୍ରାଙ୍କୁଲାଇଜର ସାହାଯ୍ୟରେ ହାତୀଟିର ଚିକିତ୍ସା କରାଯାଉଥିଲା ।

Leave A Reply